ସ୍କୁଟି କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର, ଜଣେ ମୃତ ୩ ଗୁରୁତର

ବୌଦ୍ଧ-ମନମୁଣ୍ଡା-ଶଗଡା ରାସ୍ତାର ଉଚ୍ଚବାହାଳି ଛକରେ ଦୁର୍ଘଟଣା, ସ୍କୁଟି କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର, ଜଣେ ମୃତ ୩ ଗୁରୁତର , ମୃତକ ଟ୍ରାକ୍ଟର ଡ୍ରାଇଭର ବୋଲି ଜଣାପଡିଥିବାବେଳେ ଅନ୍ୟ ତିନି ଜଣଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ