ହୋଟେଲ ଗ୍ରାଣ୍ଡ ମୟୁରୀ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକରୁ ଗରାପୁର ରାସ୍ତାର ରଣପଡା ଠାରେ ହୋଟେଲ ଗ୍ରାଣ୍ଡ ମୟୁରୀ ଉଦଘାଟିତ ହୋଇଯାଇଛି । ହୋଟେଲର ମାଲିକଙ୍କ ମା ତଥା ବିଶିଷ୍ଟ ବ୍ୟବସାୟୀ ମୀର ସେକ ହାଜି ରହେମତ ଅଲ୍ଲୀଙ୍କ ପତ୍ନୀ ବଦରୁନ ନିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୋଟେଲ ଗ୍ରାଣ୍ଡ ମୟୁରୀକୁ ଫିତାକାଟି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ ଯୁବ ଉଦ୍ୟୋଗୀ ମୀର ଅଖତର ଅଲ୍ଲୀ, ପରୱିନ ବାନୁ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ଅବଦୁଲ ସଲୀମ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହୋଟେଲ ବିଲଡିଂ ପରିସରରେ ୨ଟି ଅତ୍ୟାଧୁନିକ ତଥା ସୁସଜ୍ଜିତ ମଣ୍ଡପ, ରେଷ୍ଟୁରାଣ୍ଟ, ଲଜ, କନଫରେନ୍ସ ହଲ ଓ ମୟୁର ଫେସନ(ଏନଏକ୍ସ) ଲୁଗାଦୋକାନ ପ୍ରଭୃତି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ