୧୬ ଲକ୍ଷ ୭୦ ହଜାର ୩୭୦ଟଙ୍କା ଜବତ
କୋଣାର୍କ.କାକଟପୁର ପାଣିଛତ୍ର ଛକରେ ୧୬ ଲକ୍ଷ ୭୦ ହଜାର ୩୭୦ଟଙ୍କା ଜବତ ଘଟଣାରେ ପ୍ରଣୟ ସାହୁଙ୍କୁ ଜିଲ୍ଲା ନିର୍ବାଚନୀ ଅଧିକାରୀଙ୍କ ନୋଟିସ.ଗତକାଲି ବିଳମ୍ବିତ ରାତିରେ ଫ୍ଲାଇଂସ୍ବାଡ ଜବତ କରିଥିଲା.ପ୍ରଣୟ ସାହୁ ଜଣେ ପାନ ବେପାରୀ ହୋଇଥିଲେମଧ୍ୟ ସେ ଜଣେ କଂଗ୍ରେସର ସରପଞ୍ଚ ଅଛନ୍ତି. ଗୋପ ଜଙ୍ଗଲ ବରୀପଂଚାୟତର ସରପଞ୍ଚ .ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ହାଜର ହୋଇ ଏତେ ଟଙ୍କା କେଉଁଠି ଆଣିଲେ କାହିଁକି ଏତେ ଟଙ୍କା ନିଜ ବାଇକରେ ରାତିରେ କେଉଁଠିକୁ ନେଉଥିଲେ ସେ ନେଇ ଉତ୍ତର ରଖିବାକୁ ନୋଟିସ ହୋଇଛି.