୧୯୭୦୦ କୋଟି ଟଙ୍କାରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରିବ ଜେଏସ୍‌ଡବ୍ଲ୍ୟୁ

ମୁମ୍ବାଇ : ୧୯୭୦୦ କୋଟି ଟଙ୍କାରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରିବାକୁ ଯାଉଛି ଜେଏସ୍‌ଡବ୍ଲ୍ୟୁ । ଭୂଷଣ ଷ୍ଟିଲ୍‌ ଦେବାଳିଆ ଘୋଷିତ ହୋଇଯାଇଥିବା ବେଳେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁକୁ ଅଧିଗ୍ରହଣ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଏହି ଅର୍ଥ ପ୍ରଦାନ କରି ଭୂଷଣକୁ ଅଧିଗ୍ରହଣ କରିବ ବୋଲି ଜଣାପଡିଛି । ଏନସିଏଲ୍‌ଏଟି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରୁ ଏହି ଅଧିଗ୍ରହଣକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଏହି ଅଧିଗ୍ରହଣ ପରେ ଜେପରି ଜେଏସଡବ୍ଲ୍ୟୁକୁ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେ ନେଇ ଏନସିଏଲ୍‌ଏଟି ନିକଟରେ ଆବେଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ