୨୫ ରେ ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ର ଫଳ

(ଯୁଗାବ୍ଦ ନ୍ୟୁଜ) ବି.ଫାର୍ମା, ଏମ୍. ଫାର୍ମା ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏଖାଲିଥିବା ସିଟ୍ରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରରେ ସର୍ବାଧିକ ୯ଟି ପରୀକ୍ଷା କେନ୍ଦ୍ରରେ ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ସ୍ୱତନ୍ତ୍ର ଓଜେଇଇରେ୧୪ ହଜାର ଛାତ୍ରଛା ତ୍ରୀ ଅଂଶଗ୍ରହଣ କରିଥିଲେ ଆସନ୍ତା ୨୫ ତାରିଖରେ ଫଳ ପ୍ରକାଶ ପାଇବ। ଜୁଲାଇ ୨୭ରୁ ୨୯ ମଧ୍ୟରେ ଛାତ୍ରଛାତ୍ରୀମାନେ ରାଙ୍କ କାର୍ଡ ଡାଉନ୍ଲୋଡ କରିବା ସହ ଅନ୍ଲାଇନ୍ରେ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ