,୨ ଟି ଲୋକସଭା ,୭ ଟି ବିଧାନସଭା, ବିଜେଡିର ପ୍ରାର୍ଥୀ ତାଲିକା ଘୋଷାଣା
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୨ ଟି ଲୋକସଭା ଓ ୭ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି ଲୋକସଭା ପ୍ରାର୍ଥୀ ଭାବେ ଢେଙ୍କାନାଳ ପାଇଁ ମହେଶ ସାହୁଙ୍କୁ ଚୟନ କରିଥିବା ବେଳେ କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାକୁ ଭୂବନେଶ୍ୱର,ଓ ଖଣ୍ଡପଡାରୁ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଚୟନ କରିଛି ।ସେହି ପର ି ଉତ୍ତର ଭୂବନେଶ୍ୱରରୁ ସୁଶାନ୍ତ କୁମାର ରାଉତ , ଆଠମଲ୍ଲୀକରୁ ରମେଶ ଚନ୍ଦ୍ର ସାଇ, କୋରେଇ ବିଧାନସଭା କ୍ଷେତରୁ ଅଶୋକ ବଳକୁ ଦଳ ମନୋନୀତ କରି ଟିକେଟ ପ୍ରଦାନ କରିଛି ।


