୩ ଜୁଆଡ଼ି ଗିରଫ ୫୨୩୦ ଟଙ୍କା ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗୁରୁବାର ପୂର୍ବାହ୍ନରେ ହିଂଜିଳି ପୋଲିସ ପକ୍ଷରୁ ସ୍ଥାନୀୟ ଥାନା ପୋଡ଼ିଙ୍ଗି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୨୩୦ ଟଙ୍କା ଜବତ କରିଛି । ପାର୍ବଣ ଋତୁ ଚାଲିଥିବା ବେଳେ ହିଂଜିଳି ଥାନା ଅଂଚଳର ବହୁ ଗ୍ରାମରେ ଜୁଆ ଆଡ୍ଡା ଚାଲିଛି । ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ