୪ ସନ୍ତାନ ମୃତ ମା ଗୁରୁତର

ସୁବର୍ଣ୍ଣପୁର, ସୁବଣ୍ଣପୁର ଜିଲ୍ଲା ଢିଙ୍କି ଗ୍ରାମର ଜୈନିକ ମହିଳା ୪ ଜଣ ଶିଶିକୁ ଜନ୍ମ ଦେଇଥିବା ବେଳେ ମାଁ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଙ୍କୁ ମେଡିକାଲରେ ଚିକିତ୍ସିତ କରାଯାଉଛି । ମିଳିଥିବା ଖବର ଅନୁସାରେ ମହିଳା ଜଣକ ୨ ଜଣ ଶିଶୁଙ୍କୁ ଘରେ ଜନ୍ମ କରିଥିବା ବେଳେ ପେଟ ବ୍ୟଥା ହେବାରୁ ତାଙ୍କୁ ପରିବାର ଲୋକେ ସୁବର୍ଣ୍ଣପୁର ହସପିଟାଲକୁ ନେଇଥିଲେ । ହସପିଟାଲରେ ପୁଣୀ ଜ୨ ଶିଶୁ କୁ ଜନ୍ମ ଦେଇଥିଲେ । ହେଲେ ୪ ଜଣ ଶିଶୁ ଅକ୍ଷମ ଅବସ୍ଥାରେ ଓ ଗଠନ ପ୍ରକ୍ରିୟା ସଂମ୍ପୂର୍ଣ୍ଣ ନଥିବା ବେଳେ ୪ ଗୋଟି ଶିଶୁଙ୍କର ମ ୃତ୍ୟୁ ହୋଇଥିବା ଜଣାପଡିଛି । ଆହାତ ମାଙ୍କୁ ସୁବର୍ଣ୍ଣପୁର ହସପିଟାଲରେ ଚିିକିତ୍ସିତ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ