୯ଟି ରାଜ୍ୟର ୭୨ଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ
ସମଗ୍ର ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଜି ୯ଟି ରାଜ୍ୟର ୭୨ଟି ନିର୍ବାଚନ ମଣ୍ଡଳୀରେ ମତ ସାବ୍ୟସ୍ତ କରିବେ ଭୋଟର । ଏହି ୯ଟି ରାଜ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଚତୁର୍ଥ ପର୍ଯ୍ୟାୟରେ ବିଭିନ୍ନ ହେଭିବେଟ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା ।
ଓଡିଶା-୬ଟି ଆସନ
ଜାମ୍ମୁ କାଶ୍ମୀର-୧ଟି ଆସନ
ପଶ୍ଚିମ ବଙ୍ଗ-୮ଟି ଆସନ
ଝାଡଖଣ୍ଡ-୩ଟି ଆସନ
ମଧ୍ୟ ପ୍ରଦେଶ-୬ଟି ଆସନ
ଉତ୍ତର ପ୍ରଦେଶ-୧୩ଟି ଆସନ
ମହାରଷ୍ଟ୍ର-୧୭ଟି ଆସନ
ରାଜସ୍ଥାନ-୧୩ଟି ଆସନ


