ଦ୍ୱିତୀୟ ଟିମ ଭାବେ ସୁପର ୪ ରେ ପ୍ରବେଶ କଲା ଡିସି
ଚଳିତ ବର୍ଷ ଆଇପିଏଲ ଲିଗ ଏବେ ଶେଷ ପର୍ଯ୍ୟାୟ ରେ ସୁପର ୪ ରେ ନିଜର ସ୍ଥାନ ପକ୍କା କରିବା ପାଇଁ ସବୁ ଦଳ ମଧ୍ୟ ରେ ଏବେ ଛକାପଞ୍ଝା ଲାଗିରହିଛି । ୧୬ ପଏଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ ଶୀର୍ଷ ରେ ଥିବା ବେଳେ ପ୍ରଥମ ଦଳ ଭାବେ ସୁପର ୪ ରେ ପ୍ରବେଶ କରିଥିଲା ଚେନ୍ନାଇ ସୁପର କିଙ୍ଗ ଏବଂ ଦ୍ୱିତୀୟ ଦଳ ରୂପେ ଦିଲ୍ଲୀ କ୍ୟାପିଟାଲ ରୟାଲ ଚାଲ୍ୟାଞ୍ଜ ବେଙ୍ଗୁଲୁର କୁ ହରାଇ ସୁପର ୪ ରେ ନିଜ ସ୍ଥାନ ପକ୍କା କରିଛି । ଏବେ ଦେଖବାକୁ ବାକି ରହିଲା ସୁପର ୪ ରେ ଆଉ ଦୁଇଟି ଟିମ କିଏ ପ୍ରବେଶ କରିବ ।


