ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରି ଉତ୍ସାହିତ

ଗଂଜାମ, (ବିନୋଦ ପଲାଇ):ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ଗତ ୧୩ ତାରିଖରେ ଆରମ୍ଭ୍ ହୋଇଥିବା ଆନ୍ତର୍ଜାତୀକ ହକି ପରିଷଦ ଓ ଓଡ଼ିଶା ସରକାର ପକ୍ଷରୁ ଆୟୋଜିତଷୁରୁଷ ହକି ବିଶ୍ଵ କପ୍ଳ୍ ୨୩ ର ଶେଷ ଉଦଯାପନୀ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି । ହକି କୁ ଲୋକ ପ୍ରିୟ କରିବାର କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ କଲେଜ ଅଧ୍ୟକ୍ଷା ଶ୍ର୍ରୀମତୀ ମିନତୀ ପଟ୍ଟନାୟକଙ୍କ ସଭାପତିତ୍ୱ ରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ଯ ଅତିଥି ଜୁନିୟର କଲେଜ ର ଇଂରାଜୀ ଅଧ୍ୟାପକ ଭଗବାନ ତ୍ରିପାଠୀ ଏବଂ ଉପସ୍ଥିତ ଥିବା ଅନ୍ଯାନ୍ଯ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ବୃନ୍ଦ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ