ପୁରୀ-ଭୁବନେଶ୍ୱର-କଟକ-ଯାଜପୁର-କେଉଁଝର-ତାଳଚେର ଭୂମିକମ୍ପରେ ଡୁବିଯିବ କି ?

ମାୟାଧର ନାୟକ
ଏବେ ଆମଓଡିଶାରେ ପୁରୀ-ଭୁବନେଶ୍ୱର-କଟକ-ଯାଜପୁର-କେଉଁଝରଭୂମିକମ୍ପ ହୋଇଡୁବିଯିବକି ? ଲିକ୍ଟର୍‍ ସ୍କେଲରେତୀବ୍ରତା ୬. ହୋଇପାରେ । ତୁର୍କୀ ଓ ସିରିଆରେ ପ୍ରକୃତିରତାଣ୍ଡବ ଦେଖାଦେବା ପରେଏବେସମଗ୍ରବିଶ୍ୱରେଭୟରବାତାବରଣସୃଷ୍ଟିହୋଇଛିବୋଲିଭୂତତ୍ୱବିଜ୍ଞାନୀମାନଙ୍କଗବେଷଣାରୁଉଦ୍ଧାରକରିବରିଷ୍ଠଶ୍ରମିକନେତାମାୟାଧର ନାୟକସତର୍କଘଣ୍ଟୁ ଶୁଣାଇଛନ୍ତି । ଅଳ୍ପଦିନ ଭିତରେଭୂମିକମ୍ପ ଅନ୍ୟ ଦେଶଗୁଡିକ ପାଇଁବଡବିପଦ ଆଣିପାରେ । ଆମଭାରତରେ ଦିଲ୍ଲୀରୁହିମାଳୟ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ବିହାର, ଛତିଶଗଡ, ଆସାମ ଓ ଗୁଜୁରାଟ ଭୂକମ୍ପ ପଞ୍ଚମ ଜୋନ୍‍ରେରହିଛି । ଗତ କିଛି ବର୍ଷ ହେବ ଓଡିଶା ମଧ୍ୟମ ଜୋନ୍‍ରେ ପାଦ ଦେଇଛି । ପୁରୀଠାରୁକେଉଁଝର, ତାଳଚେର ପର୍ଯ୍ୟନ୍ତ ଭୂତଳରେ ଫାଟ ସୃଷ୍ଟି ଯୋଗୁ ଓଡିଶା ରେ ମହାବିପଦ ଦେଖାଦେଇଛି । ଶ୍ରୀ ନାୟକଲେଖିଛନ୍ତି – ଛତିଶଗଡ ପରି ଆମ ପଡୋଶୀରାଜ୍ୟ ବିପଦପୂର୍ଣ୍ଣଜୋନ୍‍ରେ ଥିବାବେଳେସେଠାରେଭୂକମ୍ପ ହେଲେଓଡିଶାରେ ପ୍ରଭାବ ପଡିବହିଁ ପଡିବ । ଏବେ ପୁରୀଠାରୁ ଯାଜପୁର ପର୍ଯ୍ୟନ୍ତ ଭୂତଳରେ ଫାଟସୃଷ୍ଟିହୋଇଛି । ଭୂକମ୍ପ ଜୋନ୍‍ରେ ଉଚ୍ଚ ଅଟ୍ଟାଳିକାଗଢିଉଠିବା ଫଳରେବ୍ୟାସନଗର, କଳିଙ୍ଗନଗର, ସୁକିନ୍ଦାକ୍ରୋମ୍‍ ଜୋନ୍‍, ଦୈତାରୀବଳି ପର୍ବତ, ବଡବିଲ୍‍-ଯୋଡା, ତାଳଚେର ଅଞ୍ଚଳରୁକ୍ରୋମାଇଟ୍‍, କୋଇଲା, ଲୁହାପଥର ବୋହିନେବା ପାଇଁ କାହିଁ କେଉଁକାଳୁ ମାଟିତଳ ବ୍ଲାଷ୍ଟିଂକରାଯାଉଛି ।ଏହିଖଣିଜ ପଦାର୍ଥ ପରିବହନ ପାଇଁମାଲିକ ଓ ସରକାରମାନେ ମିଳିମିଶିଏବେଟ୍ରକ୍‍ରେବୁହା, ମାଲଗାଡିରେବୁହାରେ ଅତ୍ୟଧିକଖର୍ଚ୍ଚରୁରକ୍ଷାପାଇବା ପାଇଁସବୁଖଣି ଦ୍ୱାରଦେଶରୁକାରଖାନାଏବଂ ପାରାଦ୍ୱୀପ ବନ୍ଦରକୁମାଟିତଳେତଳେବିରାଟମୋଟାମୋଟା ପାଇପ୍‍ ଖଞ୍ଜାଯାଇସେଥିରେଖଣିଜପଦାର୍ଥର କଞ୍ଚା ମାଲକୁ ପୁରେଇ ନଇନାଳରୁ ପାଣିଆଣିସ୍ପ୍ରେକରିବା ଦ୍ୱାରାଖର୍ଚ୍ଚକମ୍‍ ପଡିବବୋଲି ଏ କାର୍ଯ୍ୟଟିକରୁଛନ୍ତି । ଯାହାଦ୍ୱାରାଭୂମିକମ୍ପ ନହୋଇ ଯିବକୁଆଡେ ! ବର୍ତ୍ତମାନ ମାଟିତଳେଏକାଧିକଟେକ୍ନୋଲୋଜିପ୍ଲେଟ୍‍ ଭାସମାନ ଅବସ୍ଥାରେରହିଛି । ଏହିପ୍ଲେଟ୍‍ ପୃଥିବୀରଭାରସାମ୍ୟ ସମ୍ଭାଳିଛି । ଯେଉଁସମୟରେଏହିପ୍ଲେଟ୍‍ ପରସ୍ପର ସହ ବାଡାବାଡି ହେବେ ସେତେବେଳେ ଭୂମିକମ୍ପ ହେବ।ଯେତେ ଅଧିକଘର୍ଷଣହେବସେତେଶକ୍ତିଶାଳୀଭୂମିକମ୍ପ ହେବ । ଭାରତରେ ଅନେକ ଅଞ୍ଚଳରେ ୭.୫ ତୀବ୍ରତରଭୂମିକମ୍ପ ହୋଇପାରେବୋଲିକେତେକବୈଜ୍ଞାନିକ ଆକଳନ କରିବିଶ୍ୱବାସୀଙ୍କୁଜଣେଇଦେଲଣି । ଏଇ ଫେବୃୟାରୀ ୬ ତାରିଖରେ ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ହୋଇ ଅକଳନୀୟକ୍ଷତି, ୫ ହଜାର ଅଟ୍ଟାଳିକାଭୁଷୁଡିପଡିବା, ୭୮ ଥର ଝଟକାମାରିବା ୮୦ ବର୍ଷରେସବୁଠୁଭୟଙ୍କରଭୂମିକମ୍ପ । ଲୋକଙ୍କ ନିଦ ଭାଙ୍ଗିନଥିଲାଭୋରୁଭୋରୁ ଏ ପ୍ରାକୃତିକମନୁଷ୍ୟକୃତ ଆତଙ୍କଭୂମିକମ୍ପ ଘଟିଘଲା । ଏଇ ଫେବୃୟାରୀ ୧୧ ତାରିଖସୁଦ୍ଧାମୃତ୍ୟୁସଂଖ୍ୟା ୩୩ ହଜାରଟପିଗଲାଣି । ୨୬,୦୦,୦୦,୦୦,୦୦,୦୦୦ (୨୬ ନିୟୁତ) ଲୋକ ପ୍ରଭାବିତ । ଜରୁରୀସହାୟତା ଅପେକ୍ଷାରେ ୧୧,୦୦,୦୦୦ (୧୧ ଲକ୍ଷ) ଲୋକଙ୍କ ପାଖରେଜରୁରୀସେବା ଓ ଖାଦ୍ୟ ପହଞ୍ଚୁନଥିବାରୁ ଆଗକୁଏହାବହୁତବଡମାନବୀୟସଂକଟସୃଷ୍ଟିକରିପାରେବୋଲିଜାତିସଂଘ ଆଶଙ୍କା ପ୍ରକାଶକରିଛନ୍ତି । ଜାତିସଂଘରିଲିଫ୍‍ ମୁଖ୍ୟଙ୍କକହିବା ଅନୁଯାୟୀମୃତ୍ୟୁସଂଖ୍ୟା ୫୦ ହଜାର ଅତିକ୍ରମକରିଯିବ । ଏପର୍ଯ୍ୟନ୍ତ ଆର୍ନ୍ତଜାତୀୟସହାୟତା ପର୍ଯ୍ୟାପ୍ତ ନଥିବାବେଳେହଜାହଜାରଜୀବଜନ୍ତୁ, କୋଠାର ଧ୍ୱଂସାବଶେଷଖୋଲି ପିଡିତଙ୍କୁଉଦ୍ଧାରକରିବାବଡଚ୍ୟାଲେଞ୍ଜ ହୋଇପଡିଛି । ତୁର୍କୀରଭୂକମ୍ପ ପ୍ରଭାବିତ ଅଞ୍ଚଳରୁବହୁଲୋକଭିଟାମାଟିଛାଡି ପଳାଇଯାଉଛନ୍ତି ।ଆମେଟିକେଓଡିଶାକୁ ଆଖି ପକେଇଲେସୁକିନ୍ଦାକ୍ରୋମ୍‍ ଜୋନ୍‍, ଦୈତାରୀ, ଯୋଡା-ବଡବିଲ୍‍ ଲୁହାପଥର, ତାଳଚେରକୋଇଲାଉପରେକେବେଠୁମାଲିକାନାଜାରିକରିଆସୁଥିବାକେନ୍ଦ୍ର ଓ ରାଜ୍ୟ ସରକାର, ଦେଶ ଓ ରାଜ୍ୟରବଡବଡଶିଳ୍ପପତି, ଠିକାଦାରମାନେ ଓଡିଶାମା’ରଭଣ୍ଡାରକୁଖିନ୍‍ଭିନ୍‍ କରିଶୋଷିନେଇ ପୁରୀ,ଭୁବନେଶ୍ୱର, କଟକ, କଲକତା, ବମ୍ବେ, ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର, ସିଂଗାପୁର, ଦୁବାଇ, ଇଂଲଣ୍ଡ, ଆମେରିକା ପ୍ରମୂଖସ୍ଥାନରେ ଘରଦ୍ୱାର, ବ୍ୟବସାୟବାଣିଜ୍ୟ କରି ଆଡ୍ଡାଜମାଇଛନ୍ତି । ସେମାନଙ୍କରଶାଗୁଣା ଆଖିରୁ ଆମଓଡିଶା ନିସ୍ତାର ପାଉନାହିଁପୁରୀଠୁଭୁବନେଶ୍ୱରକଟକରେବିରାଟବିରାଟ ଅଟ୍ଟାଳିକା । ସୁକିନ୍ଦାକଳିଙ୍ଗନଗରଠୁ ଦୈତାରୀଗନ୍ଧମାର୍ଦ୍ଧନ ପାହାଡପର୍ବତ, ବଡବିଲ୍‍, ଯୋଡା, ବଉଳା, ତାଳଚେରଖଣି ଅଞ୍ଚଳରେମାଟିମା’ ଉପରେତଳେ ଧର୍ଷଣ, ଲାଭରଲୋଭରେଲୋଭାୟିତହୋଇକିଛିଲୋକହିମାଳୟ ପର୍ବତଭଳି ସମ୍ପତ୍ତି, ପାହାଡସୃଷ୍ଟିରଲାଳସା ଆଜିବିଶ୍ୱ ଧ୍ୱଂସରକାରଣ । ଏ ମହାବିପଦରୁରକ୍ଷା ପାଇବା ପାଇଁଜଣେକିଏମହାମାନବ ଆର୍ବିଭାବହୁଅନ୍ତେ କି ? ବିଶ୍ୱବାସୀଙ୍କ ପାଇଁଏତିକି ପ୍ରାର୍ଥନାକରିଛନ୍ତିମାୟାଧର ନାୟକ ।

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ