ଗୁମ୍ମା କ୍ରିକେଟ୍ ଟୁର୍ନାମେଣ୍ଟରେ ଈମେଜ ୧୧ ବିଜୟୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତ୍ରଗତ ଝାମ୍ମୀ ଗ୍ରାମରେ ହେଇଥିବା କ୍ରିକେଟ୍ ଟୁର୍ନାମେଣ୍ଟରେ ଈମେଜ ୧୧ ବିଜୟ ହୋଇ ପୁରସ୍କାର ଗ୍ରହଣ କରିଛି. ଏହି ଟୁର୍ନାମେଣ୍ଟରେ ୧୨ ଗୋଟି ଟିମ ଖେଳିଥିଲେ ସେଥି ମଧ୍ୟରୁ ଈମେଜ ୧୧ ବିଜୟ ହୋଇଥିବାବେଳ ଜୟ ଦୁର୍ଗା ରନର୍ସ ଭାବେ ବିବେଚିତ ହୋଇଥିଲେ. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଯୋଗ ଦେଇ ବିଜେତା ଓ ରୋନର୍ସ କୁ ଟ୍ରୋଫି ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ନୀ ଭାଇନା ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ