ଆତ୍ମାସୁରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋହନା ଠାରେ ଓଡିଶା ସରକାର ଙ୍କ ନିର୍ଦ୍ଧେଶକ୍ରମେ ଶିକ୍ଷାନୁଷ୍ଠାନ ର ଛାତ୍ରୀମାନଙ୍କ ନିମିତ୍ତ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ ନିମିତ୍ତ ଉଦଘାଟନୀ ଉତ୍ସବ ୩୧/୦୨/୨୪ ଠାରୁ ଆରମ୍ଭ ହୋଇ ୦୮/୦୨/୨୪ ତାରିଖ ଦିନ ଉଦଯାପନୀ ଉତ୍ସବରେ କାର‌୍ୟ୍ୟକ୍ରମ ସମାପିତ ହେବ. ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଙ୍କ ସଭାପତିତ୍ବ ରେ ଓ ସଂଯୋଜକ ଶ୍ରୀ ମୀନକେତନ ମିଶ୍ର ଙ୍କ ପରିଚାଳନା ରେ ପରିଚାଳିତ ଏହି କାର‌୍ୟ୍ୟକ୍ରମରେ ଶ୍ରୀ ଭଗବାନ ବିଷୋୟୀ,ଶ୍ରୀ ଏସ ରମେଶ,ଡକ୍ଟର ଅନ୍ତର‌୍ୟ୍ୟାମୀ ଗୌଡ଼, ଶ୍ରୀ ଅନିଲ ତ୍ରିପାଠୀ, ଶ୍ରୀ କାଳୁ ଜେନା,ପ୍ରଶିକ୍ଷିକା ଇତିରାଣୀ ନାଏକ ଓ ସୁରଭି ଶବର ଯୋଗଦାନ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ