ପାରଳା ମହିଳା କଲେଜରେ ନାରୀ ଚେତନା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳା ମହିଳା ମହାବିଦ୍ୟାଳୟରେ ସାଧ୍ୱୀ ଋତୁମ୍ବରା ବାଛଲ୍ୟଗ୍ରାମ ବୃନ୍ଦାବନଙ୍କ ଶିଷ୍ୟା ସାଧ୍ୱୀ ସତ୍ୟ ସିନ୍ଧୁ ଗିରିଙ୍କ ଦ୍ଵାରା ଭାରତୀୟ ସଂସ୍କୃତି,ସଂସ୍କାର ଓ ନାରୀ ଚେତନା ତଥା ଜାଗରୁକତା ଉପରେ ସଂକ୍ଷିପ୍ତ କାର୍ଯ୍ୟକ୍ରମ ହୋଇଥିଲା।
ଏଥିରେ ମୁଖ୍ୟ ବକ୍ତା ମହିଳା କଲେଜ ଅଧକ୍ଷା ଶ୍ରୀମତି ଅମ୍ବିକା ମିଶ୍ର, ପ୍ରଫେସର୍ ଶ୍ରୀ ନୃସିଂହ ପ୍ରସାଦ ପାଣିଗ୍ରାହୀ ଓ ଭୂତପୂର୍ବ ସୈନିକ ତଥା ସମାଜସେବୀ ମନୋଜ ଦାଶ ଥିଲେ, ଅନେକ ଲେକ୍ଚର୍ ଓ ଷ୍ଟାଫ୍ ତଥା ଅନେକ ଛାତ୍ରି ଉପସ୍ଥିତ ଥିଲେ। ଯୋଗାଯୋଗ ଶ୍ରୀ କୈଳାସ ପଟ୍ଟନାୟକ ଓ ଶ୍ରୀ ଲୋକନାଥ ମିଶ୍ର ଙ୍କ ଦ୍ଵାରା ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ