ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ ନ୍ୟାୟ ଦିୟ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ ନ୍ୟାୟ ଦିୟ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ର ସଭାଗହରେ ଜିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଚିନ୍ମୟ କୁମାର ହୋତା,ଯୁବ କଂଗ୍ରେସ ପ୍ରହରୀ, ଗଜପତି ଜିଲ୍ଲା, ଅଭିମନ୍ୟୁ ପଣ୍ଡା, ପୂର୍ବତନ ପୈାରପରିଷଦର ଉପାଧ୍ୟକ୍ଷ, ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ୍ ସଭାପତି,ଜସ୍ମୀନ ସାରଫ ରଫି,ଉପ ସଭାପତି ଯୁବ କଂଗ୍ରେସ, ସୂର୍ଯ୍ୟ ନାରାୟଣ ପାତ୍ର ଯୁବ କଂଗ୍ରେସ ସଭାପତି ମଞ୍ଚାସିନ ଥିବା ବେଳେ ବହୁତ ଯୁବ କଂଗ୍ରେସ ନେତା କର୍ମୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ର ମୁଖ୍ୟ ପ୍ରସଙ୍ଗ ହେଉଛି ଦେଶରେ ବିଜେପି ମୋଦି ସରକାରଙ୍କ ବେରଜଗାରଙ୍କୁ ରୋଜଗାର ନଦେବା ଓ ସମସ୍ତ ଆସବାବ ସାମଗ୍ରୀ ଊପରେ ଦର ଦାମ ବୃଦ୍ଧି ଏବଂ ଓଡିଶା ର ବିଜେଡ଼ି ସରକାର ଯୁବକ ଛାତ୍ର ମାନଙ୍କୁ ବ୍ୟବହାର କରିବା ଏବଂ ଛାତ୍ର ମାନଙ୍କୁ ବାଧ୍ୟତାମୂଳକ ଭାବେ ପାଠ୍ୟ କାର୍ଯ୍ୟକ୍ରମରେ ମାର୍କ କମେଇ ଫେଲ ଦିଆଯିବା ଭୟ ଦେଖାଇ କରେଇ ପିଲାଙ୍କୁ ନୂଆ ଓ କାର୍ଯ୍ୟକ୍ରମ କୁ ନେଇ ମେଧାବୀ ଛାତ୍ର ଭବିଷ୍ୟତକୁ ଉପରେ ପାଣ୍ଡିଆନ ଖେଳୁଛନ୍ତି। ସେହିପରି ରାଜ୍ୟ ବିଜେଡ଼ି ସରକାର ଦେଶରେ ବିଜେପି ସରକାର ସଲାହା ସୁତରା ରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ହେଉନଥିବା ପରିପ୍ରକାଶ କରି ଥିଲେ।ପରି ସେଷରେ ଗତକାଲି ଜୁବ କଂଗ୍ରେସ ସଭାପତି ବୋଲାଉଥିବା ତପନ ବିଶ୍ବାଳ ନିଜକୁ ତାହା ମିଥ୍ୟା ଭିତ୍ତିହୀନ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଆଜି ରାଜ୍ୟ ଜୁବ କଂଗ୍ରେସ ର ଦାଇତ୍ୱ ରେ ଥିବା ଶ୍ରୀ ଚିନ୍ମୟ କୁମାର ହୋତା ଗଜପତି ପର୍ଯ୍ୟବେକ୍ଷକ ସାମ୍ବାଦିକ ଙ୍କୁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ