ସଂଗ୍ରାମୀ ବନମାଳୀ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ୪୨ ମୌଜା ପଟଣା ଗ୍ରାମର ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଗଞ୍ଜାମ ଜିଲ୍ଲା ବଳାନ୍ତର ଖଲ୍ଲିକୋଟ ଗ୍ରାମର ଗର୍ବ ଓ ଗୌରବ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ସଂଗ୍ରାମୀ ବନମାଳୀ ମହାରଣା ଙ୍କ କାଳ କୃତି କୁ ସ୍ମରଣ କରି ତାଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବ୍ରାହ୍ମ ମୁହୂର୍ତ୍ତରେ ପୂଜ୍ୟପୂଜା ଭବନରେ ଅର୍ପଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ