କେନ୍ଦ୍ରାପଡା ତହସିଲରେ ରେକର୍ଡ ସଂଖ୍ୟକ ରାଜସ୍ୱ ଆଦାୟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତହସିଲରେ ୨୦୨୩-୨୪ ଆର୍ôଥକ ବର୍ଷରେ ରେକର୍ଡ ସଂଖ୍ୟକ ଅର୍ଥାତ୧୦୬ ପ୍ରତିଶତ ରାଜସ୍ୱ ଆଦାୟ ହୋଇଛି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ୫କୋଟି ୬ଲକ୍ଷ ୧୭ହଜାର ଟଙ୍କା ଥିବା ବେଳେ ୫କୋଟି ୩୮ଲକ୍ଷ ୩୪ହଜାର ୨୩୬ଟଙ୍କା ରାଜସ୍ୱ ଆଦାୟ ହୋଇଛି । କେନ୍ଦ୍ରାପଡା ତହସିଲ ଅଧିନ ୧୮ଟି ରାଜସ୍ୱ ସର୍କଲରୁ ଏହି ରାଜସ୍ୱ ଆଦାୟ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ