ପ୍ରମାଣ ଅଭାବରୁ ସରପଞ୍ଚ ପଦଵୀ ଅସିଦ୍ଧ ଆବେଦନ ଅଗ୍ରାହ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ରା.ଉଦୟଗିରି ସରପଞ୍ଚ ଜାମେସ ରାଇକାଙ୍କ ଏକାଧିକ ସନ୍ତାନ ଥିବା ଦର୍ଶାଇ ଅନ୍ୟତମ ପ୍ରାର୍ଥିନୀ ସଞ୍ଜୁକ୍ତା ପୂଜାରୀ ସିଭିଲ ଜଜ୍ ଜୁନିଅର ଡିଭିଜନ୍‌ଙ୍କ ପାଖରେ ଆବେଦନ କରିଥିଲେ। ନିର୍ବାଚନ ପିଟିସନ୍ କେସ୍ ନଂ-୧/୨୨ ପ୍ରକାରେ ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଯଥେଷ୍ଟ ପ୍ରମାଣ ଅଭାବରୁ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପ୍ରତିବାଦୀଙ୍କ ପକ୍ଷରୁ ଆଇନଜୀବୀ କମଳିନୀ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ