ପାରଳାରେ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ରଜଦୋଳି, ଗୀତ ଓ ନାଚର ଆସର ଆୟୋଜନ ମ ମଧ୍ଯ ହୋଇ ହାଇଛି । ଏହା ସହ ପୋଡ଼ ପିଠା, ଗଜା, କାକରା, ଆରିସା ପିଠା ସହ ମିଠାପାନ ବଣ୍ଟନ ହୋଇଛି। ବିଶେଷ କରି ଯୁବତୀ ରଜର ମଜା ନେଉଛନ୍ତି। ପାରଳାଖେମୁଣ୍ଡି ସହରର ବୃନ୍ଦାବନ ପ୍ୟାଲେସ୍ ଆଦି ସହ ପୁରପଲ୍ଲୀରେ ଦୋଳି ବାନ୍ଧି ଧୂମଧାମରେ ରଜପର୍ବ ପାଳନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ