ୠାଲୁଙ୍କ ପୁଅ ଓ ପିଏକୁ କଲ୍ ଧମକ
ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପୁଅଙ୍କୁ ଧମକପୂର୍ଣ୍ଣ କଲ । ଜୀବନରୁ ଲାଲୁଙ୍କ ପୁଅ ତଥା ସ୍ୱାସ୍ଥ ମନ୍ତ୍ରୀ ତେଜପ୍ରତାପଙ୍କୁ ଫୋନ ଯୋଗେ ଜୀବନରୁ ହତ୍ୟା କରିବା ପାଇଁ ଧମକ ଆସିଛି ।ଏହା ସହ ତାଙ୍କର ପିଏଙ୍କୁ ଜୀବନରୁ ହଟାଇଦେବା ପାଇଁ କଲ ଯୋଗେ ଧମକ ଦିଆଯାଇଛି । ଏ ସଂପର୍କରେ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି । ଏହି କଲ ଆଧାରକୁ କେନ୍ଦ୍ର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଦେଇଛି କଲରେ ଗୋହ ଆରଜେଡି ଛାତ୍ର ସଂଗଠନର ଅଧକ୍ଷ ବୋଲି କହୁଛି । ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ରୁ ରାଜନୀତି କାରଣକୁ କେନ୍ଦ୍ର କରି ଏହ÷ି ପରି ଧମକ ପୂର୍ଣ୍ଣ କଲ ଆସିଥିବା ଅନୁମାନ କରୁଛି ପୋଲିସ ।