ଓଡିଶାର ଚତୁର୍ଥ ପର୍ଯ୍ୟାୟରେ ୬ ଟି ଲୋକସଭା ଓ ୪୨ ଟି ବିଧାନସଭା
ଓଡିଶାର ୪ ଗୋଟି ବିଧାନସଭା ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ମଧ୍ୟରୁ ୩ ଟି ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ରେ ହେବ । ଚତୁର୍ଥ ପର୍ଯ୍ୟାୟ ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନରେ ମତଦାନ ହେବ । ନିର୍ବାଚନ ପାଇଁ ନିର୍ବାଚନ ଥିବା ଜିଲ୍ଲା ଗୁଡିକରେ ଜୋରଦାର ଚାଲିଛି । ସେଥି ମଧ୍ୟରୁ ଲୋକସଭା ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା କେନ୍ଦ୍ରପଡା ,ଜଗତସିଂହପୁର ,ଯାଜପୁର ,ଭଦ୍ରକ ,ବାଲେଶ୍ୱର ,ଓ ମୟୂରଭଞ୍ଜ ,ା ସେହିପରି ୪୨ ଟି ବିଧାନସଭା ହେଲା ଭୋଗରାଇ,ଜଳେଶ୍ୱର,ବସ୍ତା,ବଡସାହି,ବାଲେଶ୍ୱର ସଦର ,ରେମୁଣ. ନିଳଗିରି, ଧାମନଗର ,ଭଣ୍ଡାରିପୋଖରି ,ଭଦ୍ରକ ,ଚାନ୍ଦବାଲି ,ସୋର ,ସିମୁଳିଆ ,ବାସୁଦେବପୁୂର ,ବାରିପଦା ,ସୋରଡା ,ବାଙ୍ଗିରିପୋଷି ,ସାରସକଣା ,ଉଦଳା ,ରାଇରଙ୍ଗପୁର ,ଯଷିପୁର ,ବଡଚଣା ,ଧର୍ମଶଳା ,ବରି ,ଯାଜପୁର ,ବି’ାରପୁର ,କୋରେଇ ,ସୁକିନ୍ଦା ,ପାରାଦ୍ୱୀପ ,ଜଗତସିଂହପୁର ,କାକଟପୁର ,ନିଆଳି ,ତିର୍ତ୍ତୋଲ ,ବାଲିକୁଦା , ନିମାପଡା ,ା