ଶିଶୁ ମଙ୍ଗଳ ସମିତିର ନୂତନ ଅଧ୍ୟକ୍ଷ ନିଯୁକ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ନୂତନ ଅଧ୍ୟକ୍ଷ ଭାବରେ ସହରର ଜଇପୁରା ଗ୍ରାମର ଭଗବତୀ ପ୍ରସାଦ ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ରାଜ୍ୟ ମହିଳା,ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ପକ୍ଷରୁ ଆଜି ଏନେଇ ନିର୍ଦେଶନାମା ପ୍ରକାଶ ପାଇଛି।ଶ୍ରୀ ଦାସ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ପୂର୍ବରୁ କାର୍ଯ୍ୟରତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ