ଦେଶ କହିଲା ଆଜି ନ୍ୟାୟର ସକାଳ

୭ ବର୍ଷ ୩ ମାସ ଅପେକ୍ଷାର ଅବସାନ । ନ୍ୟାୟ ପାଇଲା ନିର୍ଭୟା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ମୃତ୍ୟୁର କୋଳକୁ ଠେଲିଦେଇଛି । ଗତକାଲି ଦିଲ୍ଲୀର ପଟିଆଲା ହାଇକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିବା ପରେ ଏହି ୪ ରାକ୍ଷସଙ୍କୁ ଆଜି ଫାଶୀଖୁଂଟରେ ଝୁଲାଇ ଦିଆଯାଇଛି ।କେତେବେଳେ ଏହି ସୈତାନମାନଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବ । ଆଜିର ସକାଳକୁ ସାରା ଦେଶ ବି ଅପେକ୍ଷା କରିଥିଲା । ଶେଷରେ ସକାଳ ୫ଟା ୩୦ ମିନିଟରେ ନିର୍ଭୟା ନରହନ୍ତାଙ୍କୁ ଦିଆଯାଇଛି ଫାଶୀକେତେବେଳେ ଏହି ସୈତାନମାନଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବ । ଆଜିର ସକାଳକୁ ସାରା ଦେଶ ବି ଅପେକ୍ଷା କରିଥିଲା । ଶେଷରେ ସକାଳ ୫ଟା ୩୦ ମିନିଟରେ ନିର୍ଭୟା ନରହନ୍ତାଙ୍କୁ ଦିଆଯାଇଛି ଫାଶୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ