କୋଭିଡ୧୯ ଭୂତାଣୁ ପରୀକ୍ଷା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଜାରି କଲା ତାଲିକା

ନୂଆଦିଲ୍ଲୀ : ସର୍ବସାଧାରଣଙ୍କ ଅବଗତି ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ସର୍ବଭାରତୀୟ କୋଭିଡ୧୯ ଭୂତାଣୁ ପରୀକ୍ଷାଗାରର ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ ୮୫ ସ୍ବୀକୃତି ପ୍ରାପ୍ତ ପରୀକ୍ଷାଗାର ଦେଶରେ କାମ କରୁଛି ବୋଲି ଜଣାଇ ଦିଆଯାଇଛି। ଏଥିରେ ମହାରାଷ୍ଟ, ଗୁଜୁରାଟ ଏବଂ କେରଳରେ ଅଧିକ ସଂଖ୍ୟକ କୋଭିଡ ୧୯ ପରୀକ୍ଷାଗାର ରହିଛି। ସେହିପରି ଓଡିଶାରେ ମାତ୍ର ଦୁଇଟି ପରୀକ୍ଷାଗର ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି ପରୀକ୍ଷାଗାରକୁ ଭାରତୀୟ ଭେଷଜ ଗବେଷଣା ପରିଷଦ ସ୍ବୀକୃତ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ