ଅଭିନେତ୍ରୀ ରୁମାଗୁହା ଠାକୁର୍ତାଙ୍କର ପରଲୋକ

ପ୍ରସିଦ୍ଧ ଗାୟକ କିଶୋର କୁମାର ଙ୍କ ଦ୍ୱିତୀୟ ପତ୍ନୀ ରୁମାଗୁହା ଠାକୁର୍ତାଙ୍କର ୮୪ ବୟସରେ ତାଙ୍କର ପରଲୋକ ଘଟିଛି । ସେ ନିଜର ମଦୀୟ ବାସଭବନ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରୁମା ବୟସଗତ ସ୍ୱାସ୍ଥ କାରଣରୁ ତାଙ୍କର ମୃତ ହୋଇଛି । ସେ କିଶୋର କୁମାରଙ୍କୁ ୧୯୬୦ ରେ ବିବାହ କରିଥିଲେ । ବେଙ୍ଗଲୀ ଅଭିନେତ୍ରୀ ହେବା ସଂଙ୍ଗେ ସଂଙ୍ଗେ ସେ ଭଲ କଣ୍ଠଶିଳ୍ପି ଭାବେ ପରିଚିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ