ଦୁବାଇରେ ଅବସ୍ଥାପିତ ଓଡିଆ ପରିବାରର ସମସ୍ତେ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଦୁବାଇରେ ଅବସ୍ଥାପିତ ଏକ ଓଡିଆ ପରିବାରର ସମସ୍ତ ସଦସ୍ୟ କରୋନା ଦ୍ବାର ଆକ୍ରାନ୍ତ ହୋଇଛନ୍ତି। ଏହି ପରିବାରକୁ ଦୁବାଇରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ କରି ଓଡିଆ ସମାଜ ୟୁଏଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଏହି ଟ୍ବିଟ୍‌ରେ ଦୁବାଇ ସରକାରଙ୍କ ସହିତ ବିଜେପି ସରକାର ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍‌ କରାଯାଇଛି। ଏହା ସହିତ ଏହି ପରିବାରକୁ ଉଦ୍ଧାର କରିବା ପାଇଁ ଓଡିଶା ସରକାରଙ୍କୁ ଟ୍ବିଟ୍‌ କରି ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ