କାଞ୍ଚି ଅଭିଯାନକୁ ନେଇ ସଂସ୍କୃତି ବିଭାଗ ବିମୁଖ କାହିଁକି ?

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କାଞ୍ଜିକାବେରୀ ଉପରେ ଆଧାରିତ ଥିଅଟର ଭୂବନେଶ୍ୱର ନାଟ୍ୟ ସଂସ୍ଥା ତରଫରୁ କାଞ୍ଜିଅଭିଯାନ ପର୍ବ ଆରମ୍ଭ ହୋଇଛି ।ଓଡିଶାର କଳା ସଂସ୍କୃତି ସହ ଜଡିତ ଦଶ ହଜାର କଳାକାର ନୃତ୍ୟ ରେ ସମଷ୍ଟିକରଣରେ ରୁଦ୍ଧିମନ୍ତ ହେବ । ସଂସ୍କୃତି ନିର୍ଦ୍ଦେଶକଙ୍କୁ ସଂସ୍ଥା ତରଫରୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜରୁରୀ କାଳିନ ଭିତିରେ ପାଚଂଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ବିଣାପାଣି ନାଟ୍ୟ ସଂସ୍ଥା ସଂସ୍କୃତି ବିଭାଗକୁ ନିବେଦନ କରିଛି ।ଏହି ସଂସ୍ଥା ଦୀର୍ଘ ୨୫ ବର୍ଷ ହେଲା ଦିଲ୍ଲୀ ,ମୁମ୍ବାଇ ,ତିରୁପତି କଲିକତା ବୁଲି ସଂସ୍କୃତି କୁ ବଜାୟ ରଖିଛି । ଗତ ୩ ତାରିଖ ସମାରୋହ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମାନଙ୍କୁ ସମ୍ବୋଧିତ କରାଯାଇଥିଲା । କଳା ସଂସ୍କୃତିକୁ ବଜାୟ ରଖବା ପାଇଁ ସଂସ୍କୃତି ବିଭାଗ ଯୋଗଦେଲେ ନାହିଁ କି ଅନୁଦାନ ସଂପର୍କରେ କିଛି ବି ସୂଚନା ଦେଲେନାହିଁ ।ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ବିଶ୍ୱବିଖ୍ୟାତ ଥିଅଟର କାଞ୍ଚିଅଭିଯାନକୁ ସଂସ୍କୃତି ବିଭାଗର ବିମୁଖ କାହିଁକି ବୋଲି ପ୍ରଶ୍ନ କରିବା ସହ ସଂସ୍କୃତି ବିଭାଗର ସାହାର୍ଯ୍ୟ ଓ ସହଯୋଗର ହାତ ବଢାଇବାକ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ