ଅମାନିଆଙ୍କ ଠାରୁ ୨୩ ହଜାର ଜୋରିମାନା ଆଦାୟ

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ସମୟରେ ବନ୍ତ ପୋଲିସ ପକ୍ଷରୁ ବନ୍ତ ଥାନା ଛକ ଠାରେ ଚେକିଂ କରାଯାଇ ଅମାନିଆଙ୍କ ଠାରୁ ୨୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଶନିବାର ୬ ହଜାର ଓ ରବିବାର ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ