ଇଣ୍ଡିଜ କୁ ହରାଇ ସେମିଫଆଇନାଲ ରେ ନିଜ ନାଁ ସୁନିଶ୍ଚିତ କଲା ଟିମ ଇଣ୍ଡିଆ
ଚଳିତ ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରୁଛି ଟିମ ଇଣ୍ଡିଆ । ଦୁଇଥରର ଚମ୍ପିୟାନ ୱେଷ୍ଟଇଣ୍ଡିଜ କୁ କରାରା ମାତ ଦେଇଛି ବିରାଟ ବାହୀନି । ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ କୁ ୧୨୫ ରନ ର ବଡ ବ୍ୟବବଧାନରେ ହରାଇ ସେମିଫାଇନାଲ ରେ ନିଜ ଆଶା ଉଜୀବିତ କରିଛି ମ୍ୟାନଇନବ୍ଲ୍ୟୁ । ୨୬୯ ର ବିଜୟ ଲକ୍ଷ ନେଇ ଇନିଂସ ଆରମ୍ଭ କରିଥିବା ଇଣ୍ଡିଜ ଆରମ୍ଭ ରୁ ଦୁଇ ଦୃତ ବୋଲର ବୁମରାହ , ସାମି ୱେଷ୍ଟ ଇଣ୍ଡିଜ ର ବ୍ୟାଟିଂ ଲାଇନ କୁ ଦୋହଲାଇ ଦେଇଥିଲେ ।