ରାଜ୍ୟସଭାରେ ବହୁମତ ର ନିକଟତର ହେଉଛି ଏନଡିଏ

ଲୋକସଭାରେ ବିଜେପି ର ସଂଖ୍ୟାଧିକ ସଭ୍ୟ ଥିବା ବେଳେ ଆଉ ଏବେ ବିଜେପି ସମର୍ଥିତ ଏଡିଏ କୁ ରାଜ୍ୟସଭା ରେ ମିଳିଛି ବଡ ସଫଳତା । ମିଳିଥିବା ସୂଚନା ଅନୁସାରେ ତେଲୁଗୁ ଦେଶମ ପାର୍ଟି ଏବଂ ଇଣ୍ଡିୟା ନ୍ୟାସନାଲ ଲୋକ ଦଳ ଜଣେ ସାଂସଦ ବିଜେପିରେ ମିଶିବା ପରେ ରାଜ୍ୟ ସଭାରେ ବିଜେପି ଯେ କୈଣସି ବିଲ ପାରିତ କରିବାରେ ଆଉ କୈଣସି ସମସ୍ୟା ଦେଖାଯିବ ନାହିଁ । ସଂଖ୍ୟାଧିକ ସଭ୍ୟ ନଥିବାରୁ ବିଜେପି ରେ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହୋଇପାରୁନଥିଲା । ସୂଚନା ଥାଉ କି ୨୩୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏନଡିଏ ରେ ନୂଆ ୧୧ ଜଣ ସାଂସଦ ଆସିବାପରେ ଏବେ ଏହି ସଂଖ୍ୟ ପହଚିଛି ୧୧୫ ରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ