ବିଧାନସଭା ରେ ଉଠିଲା ନାବାଳିକା ପ୍ରସଙ୍ଗ ସରକାର ଙ୍କୁ ଘେରିଲେ ବିରୋଧୀ ଦଳ

ଆଜି ବିଧାନସଭା ରେ ଉଠିଲା ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ପ୍ରସଙ୍ଗ । ଶୁନ୍ୟ କାଳ ରେ ଏହି ସ୍ପର୍ଶକାତର ବିଷୟ ଉଠାଇଛନ୍ତି କଂଗ୍ରେସ ଦଳ ର ନେତା ନରସିଂହ ମିଶ୍ର । ଏ ବିଷୟରେ ଗୃହ ର ନେତା ତଥା ମୁଖ୍ୟମନ୍ତ୍ରୀ ଙ୍କ ବିବୃତ୍ତି ଦାବି କରି କଂଗ୍ରେସ ବିଧାୟକ ମାନେ ଗୃହ ରେ ହଟଗୋଳ କରିଛନ୍ତି । ସରକାର ଏ ସଂମ୍ପର୍କ ରେ ଗୃହରେ ରିପୋର୍ଟ ପ୍ରକାଶ କରିବା ପାଇଁ ଦାବି କରିଛି କଂଗ୍ରେସ । ଏହି ବିଷୟରେ ତଦନ୍ତ କରିବା ପାଇଁ ବାଚସ୍ପତି ବିବାଗୀୟ ମନ୍ତ୍ରୀ ଙ୍କୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ