ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ବାଲୁକା କଳା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ପୂର୍ବତନ ପ୍ରଧାନ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଙ୍କ ପରଲୋକରେ ସାରା ଦେଶବାସୀ ଶୋକ ପ୍ରକାଶ କରିଛନ୍ତି | ପ୍ରଣବ ମୁଖାର୍ଜୀ ପୂର୍ବରୁ ଅସୁସ୍ଥ ଥିଲେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା କିନ୍ତୁ ସେ ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଥିଲେ | ଶେଷରେ ୮୪ ବୟସରେ ପ୍ରଣବ ମୁଖାର୍ଜୀ ନିଜର ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ | ତାଙ୍କ ସ୍ମୃତି ରେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କର ପ୍ରତିଛବି ଆଙ୍କି ତାଙ୍କୁ ଅଶ୍ରୁପୁର୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ