ଅସହାୟ ଙ୍କୁ କଂଗ୍ରେସ ର ସାହାଯ୍ୟ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):covid- ୧୯ ମହାମରି ସମୟ ରେ ମୋଦି ସରକାର ଙ୍କ ନୂତନ ଜଙ୍ଗଲ ନୀତି ରେ ଶିକାର ହୋଇ ଓଡିଶା ସରକାର ର ଅଗ୍ରଣୀ ରେ ମେକାଗୁଡା ଗ୍ରାମ ଶଗଡା ଗ୍ରାମ ପଞ୍ଚାୟତ ଭବାନୀପାଟଣା ବ୍ଲକର ୩୦ ଆଦିବାସୀ ପରିବାର ର ଘର ଗୁଡିକୁ ଅତି ନିର୍ଦୟ ଭାବେ ଭାଙ୍ଗି ଦିୟା ଯାଇଥିଲା । ସେହି ହତଭାଗା ଆଦିବାସୀଙ୍କ ଦୁଃଖ ବୁଝିବା ଓ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ କୁ ବିରୋଧ କରିବା ସହ ତାଙ୍କ ଦୁରାବସ୍ଥା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ନେତୃତ୍ୱରେ କିଛି ରାସନ ଓ କିଛି ଶାଢ଼ୀ ଲୁଙ୍ଗି ବଣ୍ଟନ କରାଯାଇ ଥିଲା। ଏଥିରେ କେସିଙ୍ଗା ନଗର କଂଗ୍ରେସ ସଭାପତି ସୁରେଶ ରାଓ, କମାଲ ଲୋଚନ ତାଣ୍ଡି, ସାଗର ପଟ୍ଟନାୟକ , ରୋହିତ ଜୈନ, ଧର୍ମେନ୍ଦ୍ର ନାଏକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ