ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ସମ୍ଭାବନା

ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ସମ୍ଭାବନା । ଗତକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ପରେ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିଥିଲା । ପୁଣି ଆଜି ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟର କିଛି ସ୍ଥାନରେ କାଳବୈଶାଖି ହେବାର ସମ୍ଭାବନା ରହିଛି ବୋଲି ସତର୍କ ଜାରୀ କରିଛି । ରାଜ୍ୟର ବୈାଦ୍ଧ ବଲାଙ୍ଗିର , ଅନୁଗୁଳ , ନୟାଗଡ , କଟକ , ପୁରୀ କନ୍ଧମାଳ, ରାୟଗଡା , ଗଞ୍ଜାମ ,ଗଜପତି ଆଦି ଜିଲ୍ଲାରେ କାଳବୈଶାଖି ହେବାର ସମ୍ଭାବନା ରହିଥିବା କଥା ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ