ଆମେରିକାରେ ପରିବା ମୂଲ୍ୟ

କେବେ ଭାବିଛନ୍ତି କି ଆମେ ଖାଉଥିବା ପରିବାର ମୂଲ୍ୟ ବିଦେଶରେ କେତେ । ଆଜି ଆମେ ଆପଣଙ୍କୁ କହିବୁ ସୁଦୂର ଆମେରିକାରେ ଆମର ନିତିଦିନିଆ ବ୍ୟବହୃତ ଶାଗ ଓ ପରିବା ମୂଲ୍ୟ କେତେ ।
ଓଡ଼ିଶାର ଘରେ ଘରେ ପରିଚିତ ପୋଇ, ଖଡ଼ା ଶାଗ, କଳମୀ ଶାଗ, କଖାରୁ ଫୁଲ ସହ ସଜନା ଶାଗ ମଧ୍ୟ ଆମେରିକାରେ ମିଳିଥାଏ । ଏବେ ନଜର ପକାଇବା ଆମେରିକାରେ କେଉଁ ପରିବା ର ମୂଲ୍ୟ କେତେ ଟଙ୍କା ଅଛି । ଖଡ଼ା ଶାଗ ବିଡ଼ା ୧୦୦ ଟଙ୍କା, କଖାରୁ ଶାଗ ବିଡ଼ା ୧୦୦ ଟଙ୍କା, ଜହ୍ନି କିଲୋ ପିଛା ୧୦୦ ଟଙ୍କା, ପିଆଜ ଅଧା କିଲୋ ୭୦ ଟଙ୍କା, ଆଳୁ ଅଧା କିଲୋ ୭୦ ଟଙ୍କା, ସଜନା ଛୁଇଁ ୪୦୦ ଟଙ୍କା ଅଧା କିଲୋ, ବାଇଗଣ ଅଧା କିଲୋ ୧୦୦ ଟଙ୍କା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ