ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

(ଯୁଗାଦ୍ଦନ୍ୟୁଜ)-ପବିତ୍ର ବିଜୟାଦଶମୀ ଅବସରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି ଦୁର୍ଗାପୂଜାର ଶୁଭଅଭିନନ୍ଦନ ଜଣାଇଛନ୍ତି । ମା ଙ୍କ ଆଗମନରେ  ଚାରିପଟେ ଭକ୍ତିପୂତ ପରିବେଶ । ସେ ନିଜର ବର୍ତ୍ତାରେ କହିଛନ୍ତି । ପାପ ବିନାଶିନୀ ,ଦୟାମୟୀ ମା ଦୂର୍ଗା ସମସ୍ତ ଙ୍କ ଜୀବନରେ ସୁଖ ଭରି ଦିଅନ୍ତୁ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ