ଆମ ଜିଲ୍ଲା କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ 22/03/201922/03/2019 admin 0 Comments କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ ସୋନାବେଡାରୁ କୋରାପୁଟ ଆସୁଥିବା କଂଗ୍ରେସ ପ୍ରାର୍ଥୀ କୃର୍ଷ୍ଣକୁଲଦୀପ ଙ୍କ କାର ଗାଡିର ୁ ୧ ଲକ୍ଷ ୯ ହଜାର ୫୦୦ ଶହ ଟଙ୍କା ଜବତ କରିଛି । ଏ ବିଷୟରେ ବ୍ଲକିଂ ଅଫିସର ଗୈାର ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । Spread the love