ପିପିଲି ନିର୍ବାଚନ ପାଇଁ ଆସିବେ କେନ୍ଦ୍ରୀୟ ସୁରକ୍ଷା ବଳ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପିପିଲିରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ ନିର୍ବାଚନ ଲାଗି ୩କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ୧୮ ପ୍ଲାଟୁନ୍ ଓଏସ୍‌ପି ମୁତୟନ କରିବା ପାଇଁ ନିଷ୍ପତି ହୋଇଛି । ଏଡିଜି ଯଶୱନ୍ତ ସିଂ ଜେଠୱା ଏଥିନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରତି ସ୍ପେଶାଲ ଡ୍ରାଇଭ୍ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର ଜବତ କରିବା ଏବଂ ୱାରେଂଟି ଡ୍ରାଇଭ୍‌କୁ କଡ଼ାକଡ଼ି କରିବା ପାଇଁ ନିଷ୍ପତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ