ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ସଚେତଦନତା ରାଲି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ୧୨ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପାରଳାଖେମୁଣ୍ଡି ପୌରପାଳିକା ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ଏଏନ୍‌ଏମ୍‌, ଅଙ୍ଗନବାଡି କର୍ମୀ, ଆଶାକର୍ରୀ ଏବଂ ସ୍ୱେଚ୍ଛାସେବୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ ପୂର୍ବକ ରାଲି କରିଥିଲେ । ବିଶେଷ ରୁପେ ବର୍ତ୍ତମା ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭବ ବଡୁଥିବା ଦେଖିବାକୁ ମିଳୁଥିବା ବେଳେ ଏହାର ମୁକାବିଲା ପାଇଁ ଲୋକଙ୍କୁ ସଚେତନତା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ