ଶଶି ଥରୁରଙ୍କୁ କ୍ଲିନଚିଟ୍ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରରୁଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ କୋର୍ଟ ଆଜି ଶଶି ଥରୁରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। । କୋର୍ଟଙ୍କ ରାୟକୁ ସ୍ୱାଗତ କରି ଶଶି ଥରୁର କହିଛନ୍ତି କି, ୭ ବର୍ଷର ସଂଘର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି । ଉଲ୍ଲେଖଯୋଗ୍ୟ, ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ୨୦୧୪ ଜାନୁଆରି ୧୭ ତାରିଖରେ ଏକ ବଡ଼ ହୋଟେଲରେ ହୋଇଥିଲା । ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ସୁନନ୍ଦା ଅଭିଯୋଗ କରିଥିଲେ କି, ତାଙ୍କ ସ୍ୱାମୀ ଶଶି ଥରୁରଙ୍କର ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସଂପର୍କ ରହିଛି । ସୁନନ୍ଦାଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ ଶଶି ଥରୁରଙ୍କ ନାମରେ ଧାରା ୩୦୭,୪୯୮ (ଏ) ରେ ମାମଲା ରୁଜୁ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ