ବିଭିନ୍ନ କାର୍ଜ୍ୟର ଶିଳା ନ୍ୟାସ କଲେ ବିଧାୟକ

ମୋହନା, (ଅଂଶୁମାନ ପଣ୍ଡା) : ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଲକକୁ ବିଧାୟକ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉର୍ଣ୍ଣତି ମୁଳକ କରଜ୍ୟର ଶୀଳ ନ୍ୟାସ କରିଛନ୍ତି, ଜିଲ୍ଲା ପରିଷଧ ପାଣ୍ଠିରୁ କେନ୍ଦ୍ର ରାଜ୍ୟ ସରକାରଙ୍କ ଅନୁଦାନର ହେବାକୁଥିବା ଦମାଦୁଆ ପଂଚାୟତ ର ଲୁଟୁମ ସାହି କୋଠ ଘର ୩ଲକ୍ଷ୍ୟ୬୩ହଜାର୫୭ଟଙ୍କା, ଦମାଦୁଆ ତଳ ସାହି ର କୁମ୍ଭାର ଗୃହ ନିର୍ମାଣ, ୩ଲକ୍ଷ୍ୟ, ଆଲିଗଣ୍ଡା ଗୁମ୍ପାରେ କମନିଟି ଗୃହ ୫ଲକ୍ଷ୍ୟ, ଗାଣ୍ଡାଗୁଡାଗ୍ରାମରେ କୋଠ ଘର ୫ଲକ୍ଷ୍ୟ, ପାନୀୟ ଜଳ ଯୋଗାଣ ଟାଙ୍କି ପାଇଁ ୪ଲକ୍ଷ୍ୟ ବୁଲେରି କୋଠ ଘର ୫ଲକ୍ଷ୍ୟ ଭଳି ବହୁ ଗ୍ରାମରେ କୋଠ ଘର, ରାସ୍ତା କଲଭଟ ପାଇଁ ଶିଳା ନ୍ୟାସ କରିଛନ୍ତି ବିଧାୟକ ଦାଶରଥି ଗମାଙ୍ଗ, ଗସ୍ତ ସମୟରେ ଅଡ଼ବା ଜିଲ୍ଲା ପରିଷଧ ସଭ୍ୟ ବାଳକୃଷ୍ଣ ମଲିକ, ସରପଞ୍ଚ ଦମାଦୁଆ କୁଳ ଚନ୍ଦ୍ର ମଳିକ, ଆଲିଗଣ୍ଡା ସରପଞ୍ଚ ବସନ୍ତ ମଳିକ, ଲୁହାଗୁଡି ସରପଞ୍ଚ, ଲଷ୍ମୀ ଶବର, ଶଙ୍କର ପ୍ରଧାନ, ମାଣ୍ଡିମେରା ସରପଞ୍ଚ ଆକାଶ ମାଝୀଙ୍କ ସମେତ ବହୁ କଂଗ୍ରେସ ନେତା କର୍ମୀ ସମିତ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ, ଏହି ଶିଳା ନ୍ୟାସ କରାଯାଇଥିବା କାର୍ଜ୍ୟ ଗୁଡିକ ତୁରନ୍ତ ସମାପ୍ତ କରିବା ପାଇଁ ବିଧାୟକ କହିଛନ୍ତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ବାଳକୃଷ୍ଣ ମଲିକ ଓ ଅନ୍ୟ ମାନେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ