କେନ୍ଦ୍ରପଡା ରାଜନୀତି ସରଗରମ : ଲୋକସଭା ପ୍ରାର୍ଥୀଭାବେ ବିଜେଡିରୁ ଅନୁଭବ ,ବିଜେପିରୁ ବୈଜୟନ୍ତ

ସବୁଠାରୁ ସମ୍ବେଦନ ଶୀଳ କେନ୍ଦ୍ରପଡା ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ତରଫରୁ ପୂର୍ବତନ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଜେଡି ତରଫରୁ କୈାଣସି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ଏହି ଘଟଣାକୁ ନେଇ ରାଜନୀତି ମହଲରେ ଖୁବ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଆଜି ଅନ୍ତ ଘଟିଛି । ବିଜେଡି ତରଫରୁ ସିନେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଚୟନ କରିଛି ବିଜେଡି । ଲଗାତାର ଭାବେ ବିଜେଡି କେନ୍ଦ୍ରପଡାରେ ଶାସନ କ୍ଷମତାକୁ ଆସିଥିବା ସମୟରେ ୨୦୧୯ କେନ୍ଦ୍ରପଡା ରାଜନୀତି ଜଟିଳ ହୋଇଛି । ଦେଖିବାକୁ ବାକି ରହିଲା ୨୦୧୯ ନିର୍ବାଚନରେ କିଏ ବିଜୟର ବାନା କେନ୍ଦ୍ରପଡାରେ ଉଡାଇପାରୁଛି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ