ଆକ୍ସନ ମୋଡ଼ ରେ ପି ସି ଆର ଭ୍ୟାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : :-ଆପଣ ଯଦି କୌଣସି ବିପଦ ଆପଦରେ ପଡନ୍ତି ତେବେ ପୋଲିସ ର ସାହାଯ୍ୟ ଖୋଜନ୍ତି।ସେଥିପାଇଁ ଚବିଶି ଘଣ୍ଟିଆ 112 ନମ୍ବର ଉପଲବ୍ଧ।ଏହି 112 ରେ ଆପଣ କୌଣସି ଅଭିଯୋଗ କିମ୍ବା ସାହାଯ୍ୟ ପାଇଁ ଜଣାଇବା ର ପାଞ୍ଚ ମିନିଟ ମଧ୍ୟରେ କମିଶନରେଟ ପୋଲିସ ର ପିସିଆର ଭ୍ୟାନ କିମ୍ବା ଅନ୍ୟ ସାହାଯ୍ୟକାରୀ ଦଳ ଆପଣଙ୍କ ନିକଟରେ ପହଁଛି ପରିସ୍ଥିତି କୁ ନିଜ ଆୟତ ଆଣିଥାନ୍ତି।


