ପ୍ରଚାର ର ମଙ୍ଗ ଧରିଲେ ମୋଦି

ପ୍ରଥମ ପର୍ଯ୍ୟାୟ ମତ ଦାନ ପାଇଁ ହାତ ଗଣତି ଆଉ କିଛି ଦିନ ବାକିଥିଲା ବେଳେ ଜୟପୁର ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ଆରମ୍ଭ କରିଛନ୍ତି । ଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଥିଲେ ଦେଶର ଏହି ଚୈାକିଦାର । ରାଜ୍ୟ କୁ ବିକାଶ ରାସ୍ତା ରେ ନେବେ ବୋଲି କହିବା ସହ ଏ ସରକାରଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟ ବାସୀ ଙ୍କୁ ନିବେଦନ କରିଛନ୍ତିା କୋରାପୁଟ ର ଜୟପୁର ଠାରେ ଆୟୋଜିତ ସାଧାରଣ ସଭା ରେ ଉଦବୋଧନ ଦେଇ ମୋଦି ପୂର୍ବ ଭାରତରୁ ବିଜେପି ପ୍ରଚାର ଆରମ୍ଭ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ