ଆମ ଜିଲ୍ଲା ଅନୁଗୋଳ ଜିଲ୍ଲାର ଦିତୀୟ ଦିବସରେ ଗୋଟିଏ ପ୍ରାର୍ଥିପତ୍ର ଦାଖଲ 30/03/201930/03/2019 admin 0 Comments ଅନୁଗୋଳ ଜିଲ୍ଲାର ଦିତୀୟ ଦିବସରେ ଗୋଟିଏ ପ୍ରାର୍ଥିପତ୍ର ଦାଖଲ ଅନୁଗୋଳ : ଅନୁଗୁଳ ଜିଲ୍ଲାରେ ଓଡ଼ିଶା ବିଧାନସଭା ର ତୃତୀୟ ଚରଣରେ ହେବାକୁ ଥିବା ନିର୍ବାଚନ ପାଇଁ ପାଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳର ପ୍ରାର୍ଥୀ ଭାବେ ଶ୍ରୀ ଅଶୋକ ମହାନ୍ତି ଦୁଇ କିତା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। Spread the love