ବାଲିଗୁଡାର ନୁତନ ଏସଡିପିଓ ରୋହିତ ବର୍ମା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡର ୨୩ତମ ନୁତନ ପୋଲିସ ଏସଡିପିଓ ଭାବେ ରୋହିତ ବର୍ମା(ଆଇପିଏସ) ଦ୍ୱାୟୀତ୍ୱ ଗ୍ରହଣ କରିଛନ୍ତି । ସେ ଅନୁଗୁଳରେ ପ୍ରୋବେନାଲ ପରେ ଫୁଲବାଣୀରେ ଏଏସପି ଅପରେସନରେ ଦ୍ୱାୟୀତ୍ୱରେ ଥିଲେ । ସେ ୨୦୧୯ବେଚର ଆଇପିଏସ ଅଫିସର । ତାଙ୍କ ନିଜ ଘର ଉତରପ୍ରଦେଶର ଲଖ୍ନୋରେ । ନୁତନ ଏସଡିପିଓ ଶ୍ରୀ ବର୍ମା କହିଛନ୍ତି ଯେ ଏସଡିପିଓ ଭାବେ ଏହା ମୋର ପ୍ରଥମ ,ବାଲିଗୁଡା ଅଂଚଳବାସୀଙ୍କ ନିମନ୍ତେ କହିଛନ୍ତ ସମସ୍ତେ ଭାଇଚାରା ସହ ମିଳିମିଶି ଚଳିବା,ପୋଲିସ ସବୁବେଳେ ଜନତାଙ୍କ ସେବାରେ ଏବଂ ମାଓ ସମସ୍ୟା ,ଗଂଜେଇ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକରିବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ