ଦାଦନ ଦଲାଲ ର ଶିକାର
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ର ଅନେକ ଗାଁ ରୁ ଦାଦନ ଦଲାଲ ର ପ୍ରଲୋଭନ ରେ ପଡି ତେଲଙ୍ଗନା ର ଏକ ଚିଙ୍ଗୁଡ଼ି କମ୍ପାନୀ କୁ କାମ କରିବା ପାଇଁ ଯାଇଥିଲେ ହେଲେ ସେଠାରେ ଅତ୍ୟଧିକ କାମ କରାଇବା ସହିତ ପାଉଣା ମାଗିଲେ ମାଡ଼ ମାରିବା ଏବଂ ନାବାଳିକା ଝିଅ ମାନଙ୍କ ସହିତ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥିଲେ ସେଠାରୁ ଲୁଚିକି ଫେରିଥବା 30 ରୁ ଉର୍ଦ୍ଧ ଦାଦନ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ l ଏହି ଘଟଣାରେ କଳାହାଣ୍ଡି ପୋଲିସ ଆଜି ଦୁଇ ଦାଦନ ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ଦାଦନ ଦଲାଲ ମାନେ ହେଲେ ରାୟଗଡା ଜିଲ୍ଲା ର କ୍ଷେତ୍ର କୁମାର ଏବଂ ନରେନ୍ଦ୍ର କୁମାର l