ନାଗରିକତା ସଂଶୋଧନକୁ ବିରୋଧ କରି ଆସାମ,ତ୍ରୀପୁରାରେ ହିଂସା

ନୂଆଦିଲ୍ଳୀ : ଆସାମର ରାଜଧାନୀ ଗୁଆହାଟିରେ କଫ୍ୟୁ ଜାରୀ କରାଯାଇଛି ।ନାଗରିକତା ସଂଶୋଧନ ବିଧେୟକଙ୍କୁ ଆସାମ ଓ ତ୍ରିପୁରାରେ ମଧ୍ୟ ପ୍ରବଳ ବିରୋଧ କରାଯାଇଛି । କଫ୍ୟୁ ପରେ ମଧ୍ୟ ଉତେଜନା ଲାଗିରହିଛି ।ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରିସ୍ଥିତି କୁ ଆଣିବା ପାଇୃଁ ପୋଲିସ ତରଫରୁ ମଧ୍ୟ ଫାଙ୍କା ଗୁଳି ଚାଳନା କରାଯାଇଥିବା ଜଣାପଡିଛି । ଅନ୍ୟ ପଟେ ଏଭଳି ଉତେଜିତ ପରିସ୍ଥିତିରେ ଅଭିନେତା ତଥା ବିଜେପି ନେତା ଜତିନ ବୋରା ଦଳରୁ ଇସ୍ତଫା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ