ନାଗରିକ ସଂଶୋଧନ ଆଇନରେ ପରିବର୍ତ୍ତନ ହେବ !

ଝାରଖଣ୍ଡ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଝାରଖଣ୍ଡ ର ଗିରିଡିହ ଠାରେ ଆୟୋଜିତ ଏକ ରାଲିରେ କହିଛନ୍ତି ଯେ, ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ସୁହାଇବା ଭଳି ନାଗରିକତା (ସଂଶୋଧନ) ଆଇନରେ କେତେକ ପରିବର୍ତ୍ତନ କରାଯାଇ ପାରେ । ତାସହ ଆମେ ଏ ବିଷୟରେ ଆମେ ଗଠନମୂଳକ ଆଲୋଚନା କରି ମେଘାଳୟ ସମସ୍ୟା ସମାଧାନର ଉପାୟ କରିବାର ଆବଶ୍ୟକତା ରହିଛି । ବର୍ଷ ବର୍ଷ ଧରି ଅନ୍ୟ ଦେଶରେ ଧାର୍ମିକ ନିର‌୍ୟାତନା ଭୋଗୁଥିବା ଲୋକେ ଶରଣାର୍ଥୀଙ୍କ ଭଳି ଜୀବନଯାପନ କରୁନ୍ତୁ ବୋଲି ଆମେ ଚାହୁଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ